zhlédnutí
Videa
API
60K
Živé počítadlo odběratelů YouTube
Loading Advanced Analytics...
Bal Sanskar Kendra - Odia
This is the official YouTube channel for the "Bal Sanskar Kendra" (BSK for short) in Odia language, the moral, cultural & spiritual education programme for kids of all ages ran by inspiration of H.H. Pujya Sant Shri Asharamji Bapu. There are over thousand's BSK centers being run worldwide today.
ପ୍ରତ୍ୟେକ ଶିଶୁ ଈଶ୍ବରଙ୍କ ଅସୀମ ଶକ୍ତିର ଏକ ଅଂଶ। କାହାଠାରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟ, କାହାଠାରେ ସ୍ୱାମୀ ରାମତୀର୍ଥ ତ କାହାଠାରେ ମହାତ୍ମା ବୁଦ୍ଧ, କାହାଠାରେ ମହାବୀର ସ୍ୱାମୀ ତ ପୁଣି କାହାଠାରେ ବିବେକାନନ୍ଦ ଏବଂ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଲୁଚି ରହିଛି।
ସେମାନଙ୍କୁ କେବଳ ସଠିକ୍ ମାର୍ଗଦର୍ଶନର ଆବଶ୍ୟକ !! ଆମେ 'ବାଲ ସଂସ୍କାର କେନ୍ଦ୍ର'ରେ ପିଲାମାନଙ୍କୁ ଏତେ ଉନ୍ନତ କରିବାକୁ ଚାହୁଁଛୁ ଯେ ସେମାନେ ଦେଶବାସୀଙ୍କ ଲୁହ ପୋଛିଦେବା ସହିତ ଦେଶକୁ ବିଶ୍ୱଗୁରୁର ପଦକୁ ଫେରାଇ ଆଣିବାର ଦୈବୀକାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ ।
- ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁ
Embed
Sledujte odběratele YouTube, zhlédnutí, porovnání tvůrců a milníky v reálném čase.
Videa
ସନ୍ଥ ଏକନାଥ ମହାରାଜଙ୍କ ଅଲୌକିକ ଶ୍ରାଦ୍ଧ | ଭକ୍ତିମୟ ଓଡ଼ିଆ କାହାଣୀ | Odia Bhakti Kahani
Uploaded
103
zhlédnutí
3
Likes
0
Comments
About RealtimeSubCount.com
Sledujte odběratele YouTube, zhlédnutí, porovnání tvůrců a milníky v reálném čase.